ଅଚଳ ନୀଳାଚଳ: ପୋତାହେଲା ୧୫ ହଜାର ଲୋକଙ୍କ ଅବଢ଼ା

ପୁରୀ: ସେବାୟତ-ପ୍ରଶାସନ ବିବାଦକୁ ନେଇ ଦ୍ଵିତୀୟ ଦିନରେ ବି ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି ରହିଛି। ଏଭଳି ପରିସ୍ଥିତିରେ ଆଜି ବି ମହାପ୍ରଭୁଙ୍କୁ ଅବଢ଼ା ଲାଗି ହୋଇପାରିନି। ଦ୍ଵିତୀୟ ଦିନରେ ବି ଭକ୍ତମାନେ ବରାଦି ଅବଢ଼ାରୁ ବଞ୍ଚିତ ହୋଇଛନ୍ତି। ବିବାଦ ଯୋଗୁଁ ଆଜି ରୋଷଘରେ ଚୁଲି ଜଳିନି। ଫଳରେ ଦଶାହ, ଶ୍ରାଦ୍ଧ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବରାଦ ଦେଇଥିବା ଭକ୍ତମାନେ ଆଜି ବି ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି। ସେପଟେ … Continue reading ଅଚଳ ନୀଳାଚଳ: ପୋତାହେଲା ୧୫ ହଜାର ଲୋକଙ୍କ ଅବଢ଼ା